9 |
ତୁମ୍ଭମାନେେ ହାରୋଣଙ୍କ ବଂଶଧର, ସଦାପ୍ରଭୁ ଯାଜକମାନଙ୍କୁ ବାହାର କରି ଦେଲେ। ଆଉ ତୁମ୍ଭମାନେେ ଲବେୀୟମାନଙ୍କୁ ବାହାର କରିଦଲେ। ଏହାପରେ ତୁମ୍ଭମାନେେ ନିଜେ ନିଜର ଯାଜକମାନଙ୍କୁ ବାଛିଲ, ଠିକ୍ ଯେପରି ପୃଥିବୀର ଅନ୍ୟ ଦେଶର ଲୋକମାନେ କରିଥାଆନ୍ତି। ଆଉ ବର୍ତ୍ତମାନ ଯେ କୌଣସି ବ୍ଯକ୍ତି ଗୋଟିଏ ଅଳ୍ପବଯସ୍କ ବୃଷ ଓ ସାତାଟେି ମେଣ୍ଢା ଆଣି ଦେଲେ ଜଣେ ଯାଜକ ହାଇପୋରିବ। ଜଣେ ଯାଜକ ୟିଏକି 'ଅଣ ଦବେତାମାନଙ୍କର ସବୋ କରିବ।"
|
10 |
"କିନ୍ତୁ ଆମ୍ଭମାନଙ୍କ ନିମନ୍ତେ, ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଅଟନ୍ତି। ଆମ୍ଭମାନେେ ଯିହୁଦାର ଲୋକମାନେ ପରମେଶ୍ବରଙ୍କୁ ମାନିବା ନିମନ୍ତେ ମନା କରି ନାହୁଁ। ଆମ୍ଭମାନେେ ତାହାଙ୍କୁ ପରିତ୍ଯାଗ କରି ନାହୁଁ। ଯେଉଁ ଯାଜକମାନେ ସଦପ୍ରଭୁଙ୍କର ସବୋ କରନ୍ତି, ସମାନେେ ହାରୋଣଙ୍କର ପୁତ୍ରଗଣ ଅଟନ୍ତି। ଲବେୀୟମାନେ ସମାନଙ୍କେୁ ସମାନଙ୍କେର କାମ କରିବା ରେ ସାହାୟ୍ଯ କରନ୍ତି।
|
11 |
ସମାନେେ ପ୍ରତି ପ୍ରଭାତ ରେ ଓ ପ୍ରତି ସନ୍ଧ୍ଯା ରେ ସଦାପ୍ରଭୁଙ୍କ ନିକଟରେ ହାମବେଳି ଓ ସୁଗନ୍ଧି ଧୂପ ଉତ୍ସର୍ଗ କରନ୍ତି। ସମାନେେ ମନ୍ଦିର ମଧିଅରେ ଥିବା ବିଶଷେ ମଜେ ଉପରେ ଧାଡ଼ି ରେ ରୋଟୀ ସଜାଇ ରଖନ୍ତି। ଆଉ ସମାନେେ ସୁବର୍ଣ୍ଣ ପ୍ରଦୀପଧାର ଗୁଡ଼ିକର ଯତ୍ନ ନିଅନ୍ତି, ତେଣୁ ପ୍ରେତ୍ୟକକ ସନ୍ଧ୍ଯା ରେ ପ୍ରଦୀପ ଝକ୍ମକ୍ କରେ। ଆମ୍ଭମାନେେ ଅତି ଯତ୍ନପୂର୍ବକ ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କର ସବୋ କରୁ। କିନ୍ତୁ ତୁମ୍ଭମାନେେ ତାଙ୍କୁ ସମ୍ପୂର୍ଣ୍ଣରୂପେ ତ୍ଯାଗ କରିଅଛ।
|
12 |
ପରମେଶ୍ବର ସ୍ବଯଂ ଆମ୍ଭମାନଙ୍କ ସହିତ ରହିଛନ୍ତି। ସେ ଆମ୍ଭମାନଙ୍କର ଶାସକ ଅଟନ୍ତି, ଆଉ ତାଙ୍କର ଯାଜକମାନେ ଆମ୍ଭମାନଙ୍କ ସହିତ ଅଛନ୍ତି। ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧର ଆହ୍ବାନ ରୂପେ ପରମେଶ୍ବରଙ୍କ ଯାଜକମାନେ ତାଙ୍କର ତୂରୀ ବଜାନ୍ତି। ହେ ଇଶ୍ରାୟେଲର ଲୋକମାନେ, ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ବିରୁଦ୍ଧ ରେ ୟୁଦ୍ଧ କର ନାହିଁ। ତୁମ୍ଭମାନେେ କବେେ ସଫଳ ହବେ ନାହିଁ।"
|